ଏହି ଆକର୍ଷଣୀୟ ରଙ୍ଗର ଗାଡିକୁ ଷ୍ଟାଇଲରେ ଚଲାନ୍ତୁ
ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (ETFi - EcoThrust Fuel Injection Technology) ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ଉଭୟ ଚାଳନା ଓ ଷ୍ଟାର୍ଟ କରିବାରେ ସହଜ ହେବା ସହିତ ସର୍ବୋତ୍ତମ ଇଞ୍ଜିନ କାର୍ଯ୍ୟକାରୀତା ଦେଖାଇଥାଏ । ଏହା ଏକ ସହଜ ଚାଳନା ଅଭିଜ୍ଞତା ନିଶ୍ଚିତ କରିଥାଏ ।
ଚଳାଇବା ସହିତ ବଞ୍ଚାନ୍ତୁ ! ନୂଆ ETFi ଟେକ୍ନୋଲୋଜି ଆପଣଙ୍କୁ 15% ଅଧିକ ମାଇଲେଜ୍ ପ୍ରଦାନ କରିଥାଏ ।
ସହଜରେ ଚଲାନ୍ତୁ! ଏହି ଉପାଦେୟ ସୁବିଧା ଦ୍ୱାରା ଆବଶ୍ୟକ ସମୟରେ ଆପଣ ଅତିରିକ୍ତ ଲଗେଜ୍ ଆରାମରେ ଓ ସହଜରେ ନେଇପାରିବେ ।
* TVS XL100 HeavyDuty i-Touchstart ର ରେଫରେନ୍ସ ଚିତ୍ର ଏଠାରେ ଚିତ୍ରଣ ପାଇଁ ପ୍ରଦର୍ଶିତ ହୋଇଛି
ସୁବିଧାଜନକ ଚାଳନାର ଅଭିଜ୍ଞତା ନିଅନ୍ତୁ! ବୃହତ୍ ଫ୍ଲୋରବୋର୍ଡ ରହିବା ଦ୍ୱାରା ଅଧିକ ସ୍ଥାନ ମିଳିଥାଏ ଓ ଆପଣଙ୍କ ଚାଳନା ସହଜ ହୋଇଥାଏ ।

ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (EcoThrust Fuel Injection Technology) ସହିତ BS-VI ଇଞ୍ଜିନ ଉନ୍ନତ ଶକ୍ତି ଓ ପିକ୍-ଅପ୍ ଯୋଗାଇଥାଏ ।
ETFi ରେ OBDI ଥାଏ, ଯାହାକି ଆପେ ଆପେ ଯାଞ୍ଚ କରି ତତକ୍ଷଣାତ୍ ସାବଧାନ କରାଇଥାଏ
ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (EcoThrust Fuel Injection Technology) ସହିତ BS-VI ଇଞ୍ଜିନ ଉନ୍ନତ ଶକ୍ତି ଓ ପିକ୍-ଅପ୍ ଯୋଗାଇଥାଏ ।
ପଙ୍କଚର୍ ପ୍ରତିରୋଧୀ ଡ୍ୟୁରା ଗ୍ରିପ୍ ଟାୟାର୍ ଦ୍ୱାରା ଗାଡ଼ି ଚଲାଇବାରୁ ଆପଣଙ୍କୁ କେଉଁପ୍ରକାର ରାସ୍ତା ଅଟକାଇ ପାରିବ ନାହିଁ ।
କାଦୁଆ ଓ ଆବଡ଼ା ଖାବଡ଼ା ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସର୍ବୋତ୍ତମ ଆରାମ ଓ ନିୟନ୍ତ୍ରଣର ଅନୁଭବ ନିଅନ୍ତୁ ।
ନୂଆ କରି ଡିଜାଇନ୍ କରାଯାଇଥିବା ବଡି ମଜବୁତ ଓ ଦୀର୍ଘସ୍ଥାୟୀ ଅଟେ ଯାହାକି ଆପଣଙ୍କ ଗାଡ଼ିକୁ ଅଧିକ ସମୟ ପାଇଁ ଚିନ୍ତାମୁକ୍ତ ଭାବରେ ଚଲାଇଥାଏ ।
ଅଧିକ ଟର୍କ୍ ପାଇଁ ଡ୍ରମ୍ ରିୟର୍ ସ୍ପ୍ରକେଟ୍ ରେ 46 ଟି ଟିଥ୍ ଅଛି ଓ ଉତ୍ତମ ପିକଅପ୍ ପାଇଁ ହେଭି ଡ୍ୟୁଟି ଡ୍ରାଇଭ୍ ଚେନ୍ ଅଛି ।
ଚିନ୍ତାମୁକ୍ତ ଚାଳନାର ଅଭିଜ୍ଞତା ନିଅନ୍ତୁ । ଗିୟର୍ ବଦଳାଇବା ଆବଶ୍ୟକ ନାହିଁ, କେବଳ ଷ୍ଟାର୍ଟ କରନ୍ତୁ ଓ ଚଲାନ୍ତୁ !
ସବୁଠାରୁ ଆରାମଦାୟକ ଓ ନିୟନ୍ତ୍ରିତ ଚାଳନାର ଅଭିଜ୍ଞତା ନିଅନ୍ତୁ ! ଏହି ସୁବିଧା ରହିବା ଦ୍ୱାରା ଚାଳକକୁ ଅଧିକ ଆରାମ, ଅଧିକ ଗ୍ରିପ୍ ସ୍ଥାନ ମିଳିବା ସହ ଚଲାଇବା ସମୟରେ ଅଧିକ ନିୟନ୍ତ୍ରଣ ମିଳିଥାଏ ।
* TVS XL100 HeavyDuty i-Touchstart ର ରେଫରେନ୍ସ ଚିତ୍ର ଏଠାରେ ଚିତ୍ରଣ ପାଇଁ ପ୍ରଦର୍ଶିତ ହୋଇଛି
ସୁବିଧାଜନକ ଚାଳନାର ଅଭିଜ୍ଞତା ନିଅନ୍ତୁ! ବୃହତ୍ ଫ୍ଲୋରବୋର୍ଡ ରହିବା ଦ୍ୱାରା ଅଧିକ ସ୍ଥାନ ମିଳିଥାଏ ଓ ଆପଣଙ୍କ ଚାଳନା ସହଜ ହୋଇଥାଏ ।
* TVS XL100 HeavyDuty i-Touchstart ର ରେଫରେନ୍ସ ଚିତ୍ର ଏଠାରେ ଚିତ୍ରଣ ପାଇଁ ପ୍ରଦର୍ଶିତ ହୋଇଛି
ଯେବେ ଫୁଏଲ୍ ପରିମାଣ 1.25 ଲିଟର ହୋଇଯାଏ, ଆଉଥରେ ଫୁଏଲ୍ ଭରିବା ପାଇଁ ଇଣ୍ଡିକେଟର୍ ଜଳିବ ।
ଆଗରୁ କେବେ ପାଇନଥିବା ପରି ଲମ୍ବା ଚାଳନାର ଅନୁଭବ ପାଆନ୍ତୁ! ଗଦିଯୁକ୍ତ ସିଟ୍ ଉଭୟ ଚାଳକ ଓ ସହଯାତ୍ରୀଙ୍କୁ ଉତ୍ତମ ଆରାମ ଓ ସୁବିଧା ଦେଇଥାଏ ।
ସହଜରେ ଚଲାନ୍ତୁ! ଏହି ଉପାଦେୟ ସୁବିଧା ଦ୍ୱାରା ଆବଶ୍ୟକ ସମୟରେ ଆପଣ ଅତିରିକ୍ତ ଲଗେଜ୍ ଆରାମରେ ଓ ସହଜରେ ନେଇପାରିବେ ।
* TVS XL100 HeavyDuty i-Touchstart ର ରେଫରେନ୍ସ ଚିତ୍ର ଏଠାରେ ଚିତ୍ରଣ ପାଇଁ ପ୍ରଦର୍ଶିତ ହୋଇଛି
ଗାଡ଼ି ପଡ଼ିଯିବା ପରି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହାର ସେନ୍ସର ସିଷ୍ଟମ୍ 3 ସେକେଣ୍ଡ ମଧ୍ୟରେ ଆପେ ଆପେ ଇଞ୍ଜିନ ବନ୍ଦ କରିଦେଇଥାଏ ।
ସିଙ୍କ୍ରୋନାଇଜଡ୍ ବ୍ରେକିଙ୍ଗ୍ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଯାହାଦ୍ୱାରା ଯେକୌଣସି ପ୍ରକାର ରାସ୍ତାରେ ଆପଣଙ୍କୁ ଶକ୍ତିଶାଳୀ ବ୍ରେକିଙ୍ଗ୍ ନିୟନ୍ତ୍ରଣ ମିଳିଥାଏ ।
ଆଗରେ ଥିବା ରାସ୍ତାକୁ ଭଲଭାବରେ ଦେଖନ୍ତୁ ! ମଲ୍ଟି-ରିଫ୍ଲେକ୍ଟର ହେଡଲ୍ୟାମ୍ପ ଦ୍ୱାରା ରାତିରେ ଓ ବର୍ଷା ଦିନରେ ଗାଡ଼ି ଚଲାଇବା ସମୟରେ ଉତ୍ତମ ଭାବରେ ଦୃଶ୍ୟମାନ ହୋଇଥାଏ ।
ଆବଡ଼ା ଖାବଡ଼ା ରାସ୍ତାରେ ଭଲ ନିୟନ୍ତ୍ରଣ ସହିତ ଗାଡ଼ି ଚଲାଇବା ପାଇଁ ବଡ଼ ଚକା ଅଛି ।
ଯେଉଁଆଡ଼େବି ଗଲେ ଷ୍ଟାଇଲରେ ଯାଆନ୍ତୁ ! ବୋଲ୍ଡ ଷ୍ଟାଇଲିଙ୍ଗ୍ ଗାଡ଼ିର ଆବିର୍ଭାବକୁ ଅଧିକ ଆକର୍ଷଣୀୟ କରିଥାଏ ।
ଏହି ଆକର୍ଷଣୀୟ ରଙ୍ଗର ଗାଡିକୁ ଷ୍ଟାଇଲରେ ଚଲାନ୍ତୁ
ଷ୍ଟାଇଲରେ ଅଧିକ ସୁରକ୍ଷିତ ହୋଇ ଚଲାନ୍ତୁ ! ଦିନବେଳା କାର୍ଯ୍ୟକ୍ଷମ LED DRL ଦ୍ୱାରା ଆପଣ ଆଗରେ ଥିବା ରାସ୍ତାକୁ ଭଲଭାବରେ ଦେଖିପାରନ୍ତି ଓ ଦୃଢ ମନୋବଳ ପାଆନ୍ତି ।
TVS Motor Company uses cookies - including from third parties - to provide visitors with the best possible experience when using the website. Please note that by continuing to use the website, you accept the use of cookies. To know more about this, please click here.