ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (ETFi - EcoThrust Fuel Injection Technology) ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ଉଭୟ ଚାଳନା ଓ ଷ୍ଟାର୍ଟ କରିବାରେ ସହଜ ହେବା ସହିତ ସର୍ବୋତ୍ତମ ଇଞ୍ଜିନ କାର୍ଯ୍ୟକାରୀତା ଦେଖାଇଥାଏ । ଏହା ଏକ ସହଜ ଚାଳନା ଅଭିଜ୍ଞତା ନିଶ୍ଚିତ କରିଥାଏ ।
ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରଟର୍ ଟେକ୍ନୋଲୋଜି ଆପଣଙ୍କ ଗାଡ଼ିକୁ ସଙ୍ଗେସଙ୍ଗେ ନିଶବ୍ଦରେ ଷ୍ଟାର୍ଟ କରିବାରେ ସାହାଯ୍ୟ କରେ ।
ଚଳାଇବା ସହିତ ବଞ୍ଚାନ୍ତୁ ! ନୂଆ ETFi ଟେକ୍ନୋଲୋଜି ଆପଣଙ୍କୁ 15% ଅଧିକ ମାଇଲେଜ୍ ପ୍ରଦାନ କରିଥାଏ ।
ସହଜ ଅନ୍-ଅଫ୍ ସ୍ୱିଚ୍ ଦ୍ୱାରା ଆରାମରେ ନିଜ ଗାଡ଼ିକୁ ଷ୍ଟାର୍ଟ କରନ୍ତୁ ଓ ବନ୍ଦ କରନ୍ତୁ ।
ମୋବାଇଲ୍ ଚାର୍ଜିଙ୍ଗ୍ ପୋର୍ଟ ଉପଲବ୍ଧ ଅଟେ । ଆବଶ୍ୟକ ହେଲେ ସଙ୍ଗେସଙ୍ଗେ ନିଜ ପୋନ୍ ଚାର୍ଜ କରନ୍ତୁ !
ଯେବେ ଫୁଏଲ୍ ପରିମାଣ 1.25 ଲିଟର ହୋଇଯାଏ, ଆଉଥରେ ଫୁଏଲ୍ ଭରିବା ପାଇଁ ଇଣ୍ଡିକେଟର୍ ଜଳିବ ।
ସୁବିଧାଜନକ ଚାଳନାର ଅଭିଜ୍ଞତା ନିଅନ୍ତୁ! ବୃହତ୍ ଫ୍ଲୋରବୋର୍ଡ ରହିବା ଦ୍ୱାରା ଅଧିକ ସ୍ଥାନ ମିଳିଥାଏ ଓ ଆପଣଙ୍କ ଚାଳନା ସହଜ ହୋଇଥାଏ ।
ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (ETFi - EcoThrust Fuel Injection Technology) ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ଉଭୟ ଚାଳନା ଓ ଷ୍ଟାର୍ଟ କରିବାରେ ସହଜ ହେବା ସହିତ ସର୍ବୋତ୍ତମ ଇଞ୍ଜିନ କାର୍ଯ୍ୟକାରୀତା ଦେଖାଇଥାଏ । ଏହା ଏକ ସହଜ ଚାଳନା ଅଭିଜ୍ଞତା ନିଶ୍ଚିତ କରିଥାଏ ।
ଚଳାଇବା ସହିତ ବଞ୍ଚାନ୍ତୁ ! ନୂଆ ETFi ଟେକ୍ନୋଲୋଜି ଆପଣଙ୍କୁ 15% ଅଧିକ ମାଇଲେଜ୍ ପ୍ରଦାନ କରିଥାଏ ।
ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (EcoThrust Fuel Injection Technology) ସହିତ BS-VI ଇଞ୍ଜିନ ଉନ୍ନତ ଶକ୍ତି ଓ ପିକ୍-ଅପ୍ ଯୋଗାଇଥାଏ ।
ETFi ରେ OBDI ଥାଏ, ଯାହାକି ଆପେ ଆପେ ଯାଞ୍ଚ କରି ତତକ୍ଷଣାତ୍ ସାବଧାନ କରାଇଥାଏ
ଏକ ଅଭିନବ ଟେକ୍ନୋଲୋଜିର ନିଦର୍ଶନ, ଆଇ-ଟଚଷ୍ଟାର୍ଟ ରେ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର୍ ସିଷ୍ଟମ୍ ଅଛି ଯାହାକି ସହଜ ଓ ଶବ୍ଦହୀନ ଷ୍ଟାର୍ଟ ଦେଇଥାଏ ।
ଏହି ଗାଡ଼ିର ଅଭିନବ ଓ ଭରସାଯୋଗ୍ୟ ଟେକ୍ନୋଲୋଜି ହେତୁ ମେଣ୍ଟେନାନ୍ସ ଖର୍ଚ୍ଚ କମ୍ ହୁଏ ।
ପାରମ୍ପରିକ ଇଲେକ୍ଟ୍ରିକ୍ ଷ୍ଟାର୍ଟ ବିଶିଷ୍ଟ ଗାଡ଼ି ଅପେକ୍ଷା ଏହାର ବ୍ୟାଟେରୀ 30% ଅଧିକ ସଞ୍ଚୟକାରୀ ଅଟେ । ଏହା ଉତ୍ତମ ପ୍ରଦର୍ଶନ ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଅଭିନବ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଯାହା ସହଜ ଓ ଏକାଧିକ ଷ୍ଟାର୍ଟ-ଷ୍ଟପ୍ ଦେଇ ଆପଣଙ୍କ ଚାଳନାକୁ ଦିନର ସବୁଠାରୁ ଉପଭୋଗ୍ୟ କରିଥାଏ ।
ଷ୍ଟାର୍ଟର୍ ମୋଟର୍ ନଥିବା ହେତୁ ଗାଡ଼ି ଶବ୍ଦହୀନ ଅଟେ ।
ଇକୋ ଥ୍ରଷ୍ଟ ଫୁଏଲ ଇଞ୍ଜେକ୍ସନ ଟେକ୍ନୋଲୋଜି (EcoThrust Fuel Injection Technology) ସହିତ BS-VI ଇଞ୍ଜିନ ଉନ୍ନତ ଶକ୍ତି ଓ ପିକ୍-ଅପ୍ ଯୋଗାଇଥାଏ ।
ପଙ୍କଚର୍ ପ୍ରତିରୋଧୀ ଡ୍ୟୁରା ଗ୍ରିପ୍ ଟାୟାର୍ ଦ୍ୱାରା ଗାଡ଼ି ଚଲାଇବାରୁ ଆପଣଙ୍କୁ କେଉଁପ୍ରକାର ରାସ୍ତା ଅଟକାଇ ପାରିବ ନାହିଁ ।
କାଦୁଆ ଓ ଆବଡ଼ା ଖାବଡ଼ା ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସର୍ବୋତ୍ତମ ଆରାମ ଓ ନିୟନ୍ତ୍ରଣର ଅନୁଭବ ନିଅନ୍ତୁ ।
ନୂଆ କରି ଡିଜାଇନ୍ କରାଯାଇଥିବା ବଡି ମଜବୁତ ଓ ଦୀର୍ଘସ୍ଥାୟୀ ଅଟେ ଯାହାକି ଆପଣଙ୍କ ଗାଡ଼ିକୁ ଅଧିକ ସମୟ ପାଇଁ ଚିନ୍ତାମୁକ୍ତ ଭାବରେ ଚଲାଇଥାଏ ।
ଅଧିକ ଟର୍କ୍ ପାଇଁ ଡ୍ରମ୍ ରିୟର୍ ସ୍ପ୍ରକେଟ୍ ରେ 46 ଟି ଟିଥ୍ ଅଛି ଓ ଉତ୍ତମ ପିକଅପ୍ ପାଇଁ ହେଭି ଡ୍ୟୁଟି ଡ୍ରାଇଭ୍ ଚେନ୍ ଅଛି ।
ଗିୟର୍ ବଦଳାଇବାର ଆବଶ୍ୟକତା ନାହିଁ । ଏହାଦ୍ୱାରା ଆପଣଙ୍କ ଦୈନିକ ଯାତାୟତ ସହଜ ଓ ଆରାମଦାୟକ ହୋଇଥାଏ ।
ସହଜ ଅନ୍-ଅଫ୍ ସ୍ୱିଚ୍ ଦ୍ୱାରା ଆରାମରେ ନିଜ ଗାଡ଼ିକୁ ଷ୍ଟାର୍ଟ କରନ୍ତୁ ଓ ବନ୍ଦ କରନ୍ତୁ ।
ଉନ୍ନତ ଦକ୍ଷ ହ୍ୟାଣ୍ଡଲ୍ ବାର୍ ରହିବା ଦ୍ୱାରା ଚାଳକକୁ ଅଧିକ ଆରାମ, ଅଧିକ ଗ୍ରିପ୍ ସ୍ଥାନ ମିଳିବା ସହ ଚଲାଇବା ସମୟରେ ଅଧିକ ନିୟନ୍ତ୍ରଣ ମିଳିଥାଏ ।
ସୁବିଧାଜନକ ଚାଳନାର ଅଭିଜ୍ଞତା ନିଅନ୍ତୁ! ବୃହତ୍ ଫ୍ଲୋରବୋର୍ଡ ରହିବା ଦ୍ୱାରା ଅଧିକ ସ୍ଥାନ ମିଳିଥାଏ ଓ ଆପଣଙ୍କ ଚାଳନା ସହଜ ହୋଇଥାଏ ।
ଯେବେ ଫୁଏଲ୍ ପରିମାଣ 1.25 ଲିଟର ହୋଇଯାଏ, ଆଉଥରେ ଫୁଏଲ୍ ଭରିବା ପାଇଁ ଇଣ୍ଡିକେଟର୍ ଜଳିବ ।
ଆପଣଙ୍କ ବ୍ୟବସାୟକୁ ସବୁବେଳେ ଚଲାନ୍ତୁ ! ଏହି ସୁବିଧା ଦ୍ୱାରା ଆପଣ ନିଜ ଫୋନ୍ ଚାର୍ଜ କରିପାରିବେ ଓ ସବୁବେଳେ କନେକ୍ଟେଡ୍ ରହିପାରିବେ ।
ଆଗରୁ କେବେ ପାଇନଥିବା ପରି ଲମ୍ବା ଚାଳନାର ଅନୁଭବ ପାଆନ୍ତୁ! ଗଦିଯୁକ୍ତ ସିଟ୍ ଉଭୟ ଚାଳକ ଓ ସହଯାତ୍ରୀଙ୍କୁ ଉତ୍ତମ ଆରାମ ଓ ସୁବିଧା ଦେଇଥାଏ ।
ସହଜରେ ଚଲାନ୍ତୁ! ଏହି ଉପାଦେୟ ସୁବିଧା ଦ୍ୱାରା ଆବଶ୍ୟକ ସମୟରେ ଆପଣ ଅତିରିକ୍ତ ଲଗେଜ୍ ଆରାମରେ ଓ ସହଜରେ ନେଇପାରିବେ ।
ଗାଡ଼ି ପଡ଼ିଯିବା ପରି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହାର ସେନ୍ସର ସିଷ୍ଟମ୍ 3 ସେକେଣ୍ଡ ମଧ୍ୟରେ ଆପେ ଆପେ ଇଞ୍ଜିନ ବନ୍ଦ କରିଦେଇଥାଏ ।
ସିଙ୍କ୍ରୋନାଇଜଡ୍ ବ୍ରେକିଙ୍ଗ୍ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଯାହାଦ୍ୱାରା ଯେକୌଣସି ପ୍ରକାର ରାସ୍ତାରେ ଆପଣଙ୍କୁ ଶକ୍ତିଶାଳୀ ବ୍ରେକିଙ୍ଗ୍ ନିୟନ୍ତ୍ରଣ ମିଳିଥାଏ ।
ଆଗରେ ଥିବା ରାସ୍ତାକୁ ଭଲଭାବରେ ଦେଖନ୍ତୁ ! ମଲ୍ଟି-ରିଫ୍ଲେକ୍ଟର ହେଡଲ୍ୟାମ୍ପ ଦ୍ୱାରା ରାତିରେ ଓ ବର୍ଷା ଦିନରେ ଗାଡ଼ି ଚଲାଇବା ସମୟରେ ଉତ୍ତମ ଭାବରେ ଦୃଶ୍ୟମାନ ହୋଇଥାଏ ।
ଆବଡ଼ା ଖାବଡ଼ା ରାସ୍ତାରେ ଭଲ ନିୟନ୍ତ୍ରଣ ସହିତ ଗାଡ଼ି ଚଲାଇବା ପାଇଁ ବଡ଼ ଚକା ଅଛି ।
ଯେଉଁଆଡ଼େବି ଗଲେ ଷ୍ଟାଇଲରେ ଯାଆନ୍ତୁ ! ବୋଲ୍ଡ ଷ୍ଟାଇଲିଙ୍ଗ୍ ଗାଡ଼ିର ଆବିର୍ଭାବକୁ ଅଧିକ ଆକର୍ଷଣୀୟ କରିଥାଏ ।
ଡାଇନାମିକ୍ କଲର୍ ସ୍କିମ୍ ଓ ଆକର୍ଷକ ଗ୍ରାଫିକ୍ସ ଦ୍ୱାରା ଡିଜାଇନ୍ ହୋଇଛି ।
ଷ୍ଟାଇଲରେ ଅଧିକ ସୁରକ୍ଷିତ ହୋଇ ଚଲାନ୍ତୁ ! ଦିନବେଳା କାର୍ଯ୍ୟକ୍ଷମ LED DRL ଦ୍ୱାରା ଆପଣ ଆଗରେ ଥିବା ରାସ୍ତାକୁ ଭଲଭାବରେ ଦେଖିପାରନ୍ତି ଓ ଦୃଢ ମନୋବଳ ପାଆନ୍ତି ।
TVS Motor Company uses cookies - including from third parties - to provide visitors with the best possible experience when using the website. Please note that by continuing to use the website, you accept the use of cookies. To know more about this, please click here.